Thank You Farmer Video-in Hindi
PMFBY promotional video for Rajasthan ( in Hindi)
PMFBY promotional video for Uttar Pradesh ( in Hindi)
Ganesh Chaturthi Post (in Hindi)
PMFBY promotional video for Maharashtra ( in Marathi)
PMFBY promotional video for Odisha ( in Odia)
PMFBY promotional video for Assam ( in Assamese)
Ganesh Chaturthi Post (in Marathi)
PMFBY promotional video for Assam ( in Bengali)
PMFBY Scheme Overview
HDFC ERGO- Kharif 2020 Crop Insurance Week
HDFC ERGO - Farmer's Day Testimonials
Our ED Mr. Anuj Tyagi, Presenting to the Honorable Prime Minister of India Shri Narendra Modi on “Capital Investments and Institutional Credit for Farmers” at the Seminar on Doubling Farmers Income
Shri Naresh Kumar Thakral, IAS, Collector Sikar, Rajasthan speaking at HDFC ERGO Workshops for Farmers
Banker testimonial in Andhra Pradesh
Interaction with Farmers at Kisan Unnati Mela by Head - Rural and Agri MS. Priya Kumar
ଏଚଡିଏଫସି ଏର୍ଗୋ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ, ନିଜ କ୍ଷେତ୍ର ରେ ଭାରତର ତୃତୀୟ ସବୁଠାରୁ ବଡ଼ ଅଣ-ଜୀବନ ବୀମା ପ୍ରଦାତା, ଓଡିଶା ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)କୁ ୠଣୀ ଓ ଅଣ-ୠଣୀ କୃଷକଙ୍କ ପାଇଁ ଲାଗୁ କରିବା ନିମନ୍ତେ ଦେବଗଡ, କେନ୍ଦ୍ରାପଡ଼ା, ମୟୁରଭଂଜ, ନବରଂଗପୁର, ବରଗଡ, ଭଦ୍ରକ , ଗଜପତି, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାମାନଙ୍କରେ ରେ ଅଧିକୃତ କରା ଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମଧ୍ୟରେ, ସମସ୍ତ ଉତ୍ପାଦ ର କୃଷି ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଛି।
ଅଧିସୂଚିତ ଜିଲ୍ଲା ରେ ଅଧିସୂଚିତ ଫସଲଗୁଡିକର ନିୟମ ଅନୁସାରେ ଅଟେ:
ସ୍କିମର ବୈଶିଷ୍ଟ୍ୟ
କଭରେଜ୍ ପାଇଁ ବିଜ୍ଞାପିତ ଅଞ୍ଚଳରେ ସୂଚୀତ ଫସଲ ବୃଦ୍ଧି ଉଦ୍ଦେଶ୍ୟରେ ସବୁ କୃଷକଙ୍କ ସହିତ ଭାଗଚାଷୀ ଓ ଭଡ଼ାରେ ଚାଷ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିପାଇଁ ଯୋଗ୍ୟ ହୋଇପାରିବେ।
-ବିଜ୍ଞାପିତ/ବୀମିତ ଫସଲ ପାଇଁ କୃଷକମାନଙ୍କର ବୀମା ପ୍ରତି ଆଗ୍ରହ ରହିଥିବା ଆବଶ୍ୟକ।
-ସବୁ ଚାଷୀମାନଙ୍କ ସହିତ ଋଣରେ ଚାଷ ନେଇ ଚାଷ କାର୍ଯ୍ୟ କରୁଥିବା ଚାଷୀମାନଙ୍କ ପାଇଁ ଏହି ଯୋଜନାଟିକୁ ସ୍ବତନ୍ତ୍ର ରୂପେ ପ୍ରସ୍ତୁତ କରାଯାଇଛି।
-ଯେଉଁସବୁ ଚାଷୀମାନେ ଋତୁକାଳୀନ ଚାଷ କାର୍ଯ୍ୟ ପରିଚାଳନା ପାଇଁ ଋଣ ଯଥା କୌଣସି ଆର୍ଥିକ ପ୍ରତିଷ୍ଠାନରୁ ଋଣ (ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଇତ୍ୟାଦି) ନେଇ ତାଙ୍କର ନିର୍ଦ୍ଦିଷ୍ଟ ଫସଲ ଉତ୍ପାଦନ କରୁଛନ୍ତି ଓ ଧାର୍ଯ୍ୟ ତାରିଖର ଯୋଜନାର 7 ଦିନ ପୂର୍ବରୁ ଏହାକୁ ବାଛି ନାହାନ୍ତି ସେମାନେ ନିଜର ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଦ୍ବାରା ଯୋଜନା ଅଧିନରେ ନାମାଙ୍କନ ପାଇଁ ଯୋଗ୍ୟ ହୋଇପାରିବେ। ଏହା ପରେ ବ୍ୟାଙ୍କ/ସିଏସସି/ ଇଣ୍ଟରମେଡିଆରେ ଧାର୍ଯ୍ୟ ତାରିଖ ମଧ୍ୟରେ ତତ୍କାଳ www.pmfby.gov.in ରେ ଭାରତ ସରକାରଙ୍କ ନ୍ୟାସନାଲ୍ କ୍ରପ୍ ଇନ୍ସ୍ୟୁରାନ୍ସ ପୋର୍ଟାଲ୍ (ଏନସିଆଇପି) ରେ ଚାଷୀମାନଙ୍କୁ ନାମାଙ୍କିତ କରିବେ।
ଯୋଜନା ଏବଂ ଅଧିସୂଚିତ ଫସଲଗୁଡିକର ପ୍ରିମିୟମ ବିବରଣୀ ବିଷୟରେ ଅଧିକ ସୂଚନା ପାଇଁ ଗ୍ରାହକ ସୂଚନା ପତ୍ର ଦେଖନ୍ତୁ:
| ରାଜ୍ୟ | ଜିଲ୍ଲା ର ନାମ | ସମ୍ପର୍କ କରିବା ବ୍ୟକ୍ତିଙ୍କର ନାମ | ଠିକଣା | ସମ୍ପର୍କ କରିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବର |
|---|---|---|---|---|
| ଓଡିଶା | ଗଜପତି | ରାଜେଶ୍ ଗୁପ୍ତା | ବିନାୟକ କମ୍ପ୍ଲେକସ୍ ,୨ୟ ତଳ, ଗଜପତି ସ୍ଟାଦିୟମ୍ ବିପରୀତ,ଗଜପତି, | ୮୪୩୩୯୦୨୧୯୯ |
| ଓଡିଶା | ଦେଓଗଡ | ଅବିନାଶ କୁମାର ବେହେରା | ୧ମ ତଳ, ଗୁପ୍ତା ପ୍ୟାଲେସ,ପ୍ଲଟ ନଂ- ୩୨୪/୪୦୮,ପୁର୍ନଗଡ଼,ଇନ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ ପାଖ,ଖାତା ୬୦/୩୬,ଦେଓଗଡ଼,୭୬୮୧୧୯ | ୭୫୦୪୧୨୦୦୨୪ |
| ଓଡିଶା | ମଯୁରଭଂଜ | ରଶ୍ମି ରଂଜନ ବିହାରୀ | ଭୁତଳ, ଦୁର୍ଗା ନର୍ସୀଗଂ ହୋମ୍ ପାଖ, ହେମସାଗର ପୋଖରି,ପୋ.- ବାରିପଦା ମେନ୍, ୭୫୭୦୦୧ | ୭୩୮୧୦୪୪୦୫୯ |
| ଓଡିଶା | ଭଦ୍ରକ | ପାଣ୍ଡବ କୁମାର | ୧ମ ତଳ, ଗ୍ରାମ-ବଘୁରାଇ,ପୋ-ମାଧବ ନଗର,ଭଦ୍ରକ ଅଟୋନମଶ୍ କଲେଜ,୭୫୬୧୮୧ | ୮୮୧୯୦୮୯୨୨୨ |
| ଓଡିଶା | କେନ୍ଦ୍ରାପ ଡ଼ା | ଶୁଭମ ଆନନ୍ଦ | ପ୍ଲଟ ନଂ-୧୪୦୦, ଗରପୁର,କପାଳେସ୍ୱର, କାଳି ମନ୍ଦିର ପାଖ,କେନ୍ଦ୍ରାପଡ଼ା, ୭୫୪୨୧୧ | ୭୩୦୪୯୭୬୫୦୫ |
| ଓଡିଶା | ବରଗଡ଼ | ବିନୟ ଗୁପ୍ତା ପ୍ରକାଶ ଭାର୍ଗବ ଆମିର୍ ଖୁର୍ସିଦ | ୧ମ ତଳ, ପ୍ଲଟ ନଂ-୨୯୦୪/୧୩୦୪୨,ଖାତା ନଂ-୨୪୧୪/୬୭୯୭, ଗଂଗାଧର ନଗର,ଏଇ ମିଶନ୍ ବିଦ୍ୟାଳୟ ପାଖ,ବରଗଡ଼,୭୬୮୦୨୮ | ୮୯୮୦୦୩୪୬୯୬ ୭୪୦୮୩୯୨୩୩୩ ୯୧୩୬୯୭୪୦୦୩ |
| ଓଡିଶା | ନବରଂଗପୁର | ଅୱନେନ୍ଦ୍ର ସିଂ | ଭୁତଳ, ପୁଜାରି ମାର୍ଗ,ନବରଂଗପୁର,୭୬୪୦୫୯ | ୭୯୯୦୯୯୪୪୭୨ |
| ଓଡିଶା | ଯାଯପୁର | ଅନ୍ତର୍ଯାମୀ ନାୟକ | ଗ୍ରାମ-ବିବି ସରାଇ, ଯଯାତି ନଗର,ୟୁନିଟ ୮,ପୋ/ଜିଲ୍ଲା- ଯାଯପୁର,୭୫୫୦୦୧ | ୭୩୦୪୫୨୮୭୭୯ |
| ଓଡିଶା | ଜଗତସିଂହପୁର | ବିକାଶ କୁଶ୍ୱା | ୧ମ ତଳ, ପ୍ଲଟ ନଂ-୧୦୮୫, ପାଣିସଳିଆ,ସରକାରୀ ହୋମିଓପାଥି ହସ୍ପିଟାଲ୍ ସାମ୍ନା, ପୋ/ଜିଲ୍ଲା-ଜଗତସିଂହପୁର, ୭୫୪୧୦୩ | ୯୧୩୬୪୩୫୦୫୮ |
ଅଧିକ ଜାଣିବା ପାଇଁ ଦୟାକରି ଆମର ଉତ୍ସର୍ଗୀକୃତ କଲ୍ ସେଣ୍ଟର ନମ୍ବର @ 1800 266 0700 କିମ୍ବା ଉପରେ ଦିଆଯାଇଥିବା ରାଜ୍ୟ ସ୍ତରୀୟ ଜିଲ୍ଲା ସଂଯୋଜକଙ୍କ ସହିତ ଯୋଗାଯୋଗ କରନ୍ତୁ।
Pradhan Mantri Fasal Bima Yojana
MIM 2
HDFC ERGO farmer day
Testimonal
Selection of area within the farm for conducting CCE
Picking of Crop from area selected for CCE
Calculation of wet weight of the plucked crop
Calculation of dry weight of the plucked crop
Capturing details of CCE conducting on mobile application
Real time data capture and hard copy report generation after CCE is conducted
Nukkad Natak in Rajasthan
Nukkad Natak in Chhattisgarh
Nukkad Natak in Rajasthan 2
Interaction with farmers in Karnataka during UFO campaign
Auto rickshaw miking activity in Assam