Logo
PMFBY States ( राज्य ) - Kharif (खरीफ) 2020

ଏଚଡିଏଫସି ଏର୍ଗୋ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ, ନିଜ କ୍ଷେତ୍ର ରେ ଭାରତର ତୃତୀୟ ସବୁଠାରୁ ବଡ଼ ଅଣ-ଜୀବନ ବୀମା ପ୍ରଦାତା, ଓଡିଶା ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)କୁ ୠଣୀ ଓ ଅଣ-ୠଣୀ କୃଷକଙ୍କ ପାଇଁ ଲାଗୁ କରିବା ନିମନ୍ତେ ଦେବଗଡ, କେନ୍ଦ୍ରାପଡ଼ା, ମୟୁରଭଂଜ, ନବରଂଗପୁର, ବରଗଡ, ଭଦ୍ରକ , ଗଜପତି, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାମାନଙ୍କରେ ରେ ଅଧିକୃତ କରା ଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମଧ୍ୟରେ, ସମସ୍ତ ଉତ୍ପାଦ ର କୃଷି ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଛି।
ଅଧିସୂଚିତ ଜିଲ୍ଲା ରେ ଅଧିସୂଚିତ ଫସଲଗୁଡିକର ନିୟମ ଅନୁସାରେ ଅଟେ:

  • ଦେବଗଡ – ଚିନା ବାଦାମ, ମକା, ଧାନ, ହରଡ଼
  • ମୟୁରଭଂଜ – ମକା, ଧାନ, ହରଡ଼
  • ବରଗଡ – କପା, ଚିନା ବାଦାମ, ଧାନ
  • ଗଜପତି – କପା, ଚିନା ବାଦାମ, ମକା, ଧାନ, ମାଣ୍ଡିଆ
  • ଯାଜପୁର – ଧାନ
  • କେନ୍ଦ୍ରାପଡ଼ା – ଧାନ
  • ନବରଂଗପୁର – ଚିନା ବାଦାମ, ମକା, ଧାନ
  • ଭଦ୍ରକ – ଧାନ
  • ଜଗତସିଂହପୁର – ଧାନ
ଯୋଜନା ସମ୍ବଦ୍ଧିୟ ସୂଚନା

ସ୍କିମର ବୈଶିଷ୍ଟ୍ୟ

  • ଅପ୍ରତ୍ୟାଶିତ ଘଟଣାରେ ଦେଖା ଦେଉଥିବା ଫସଲର କ୍ଷୟକ୍ଷତିରୁ କୃଷକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପିଏମ୍‌ଏଫବିୱାଇ ଲକ୍ଷ୍ୟ ରଖିଛି।
  • କୃଷି କ୍ଷେତ୍ରରେ ସେମାନଙ୍କର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ କୃଷକମାନଙ୍କ ଆୟକୁ ସ୍ଥିର ରଖିବା ।
  • ଅଭିନବ ତଥା ଆଧୁନିକ କୃଷି ଅଭ୍ୟାସକୁ ସୁନିଶ୍ଚିତ କରିବା ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା।
  • ଏହା କୃଷି କ୍ଷେତ୍ରରେ ଋଣ ପ୍ରବାହ ସୁନିଶ୍ଚିତ କରିଥାଏ।
  1. ଏହି ଯୋଜନା ସମସ୍ତ କୃଷକଙ୍କୁ ସେମାନଙ୍କ ଫସଲ ବୀମା କଭରେଜ୍ ପ୍ରଦାନ କରିଥାଏ। ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ସୂଚୀତ କରାଯାଇଛି।

କଭରେଜ୍ ପାଇଁ ବିଜ୍ଞାପିତ ଅଞ୍ଚଳରେ ସୂଚୀତ ଫସଲ ବୃଦ୍ଧି ଉଦ୍ଦେଶ୍ୟରେ ସବୁ କୃଷକଙ୍କ ସହିତ ଭାଗଚାଷୀ ଓ ଭଡ଼ାରେ ଚାଷ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିପାଇଁ ଯୋଗ୍ୟ ହୋଇପାରିବେ।

-ବିଜ୍ଞାପିତ/ବୀମିତ ଫସଲ ପାଇଁ କୃଷକମାନଙ୍କର ବୀମା ପ୍ରତି ଆଗ୍ରହ ରହିଥିବା ଆବଶ୍ୟକ।

-ସବୁ ଚାଷୀମାନଙ୍କ ସହିତ ଋଣରେ ଚାଷ ନେଇ ଚାଷ କାର୍ଯ୍ୟ କରୁଥିବା ଚାଷୀମାନଙ୍କ ପାଇଁ ଏହି ଯୋଜନାଟିକୁ ସ୍ବତନ୍ତ୍ର ରୂପେ ପ୍ରସ୍ତୁତ କରାଯାଇଛି।

-ଯେଉଁସବୁ ଚାଷୀମାନେ ଋତୁକାଳୀନ ଚାଷ କାର୍ଯ୍ୟ ପରିଚାଳନା ପାଇଁ ଋଣ ଯଥା କୌଣସି ଆର୍ଥିକ ପ୍ରତିଷ୍ଠାନରୁ ଋଣ (ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଇତ୍ୟାଦି) ନେଇ ତାଙ୍କର ନିର୍ଦ୍ଦିଷ୍ଟ ଫସଲ ଉତ୍ପାଦନ କରୁଛନ୍ତି ଓ ଧାର୍ଯ୍ୟ ତାରିଖର ଯୋଜନାର 7 ଦିନ ପୂର୍ବରୁ ଏହାକୁ ବାଛି ନାହାନ୍ତି ସେମାନେ ନିଜର ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଦ୍ବାରା ଯୋଜନା ଅଧିନରେ ନାମାଙ୍କନ ପାଇଁ ଯୋଗ୍ୟ ହୋଇପାରିବେ। ଏହା ପରେ ବ୍ୟାଙ୍କ/ସିଏସସି/ ଇଣ୍ଟରମେଡିଆରେ ଧାର୍ଯ୍ୟ ତାରିଖ ମଧ୍ୟରେ ତତ୍କାଳ www.pmfby.gov.in ରେ ଭାରତ ସରକାରଙ୍କ ନ୍ୟାସନାଲ୍ କ୍ରପ୍ ଇନ୍‌ସ୍ୟୁରାନ୍‌ସ ପୋର୍ଟାଲ୍ (ଏନସିଆଇପି) ରେ ଚାଷୀମାନଙ୍କୁ ନାମାଙ୍କିତ କରିବେ।

ଯୋଜନା ଏବଂ ଅଧିସୂଚିତ ଫସଲଗୁଡିକର ପ୍ରିମିୟମ ବିବରଣୀ ବିଷୟରେ ଅଧିକ ସୂଚନା ପାଇଁ ଗ୍ରାହକ ସୂଚନା ପତ୍ର ଦେଖନ୍ତୁ:

ରାଜ୍ୟଜିଲ୍ଲା ର ନାମ ସମ୍ପର୍କ କରିବା ବ୍ୟକ୍ତିଙ୍କର ନାମଠିକଣା ସମ୍ପର୍କ କରିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବର
ଓଡିଶା ଗଜପତି ରାଜେଶ୍ ଗୁପ୍ତାବିନାୟକ କମ୍ପ୍ଲେକସ୍ ,୨ୟ ତଳ, ଗଜପତି ସ୍ଟାଦିୟମ୍ ବିପରୀତ,ଗଜପତି,୮୪୩୩୯୦୨୧୯୯
ଓଡିଶା ଦେଓଗଡ ଅବିନାଶ କୁମାର ବେହେରା ୧ମ ତଳ, ଗୁପ୍ତା ପ୍ୟାଲେସ,ପ୍ଲଟ ନଂ- ୩୨୪/୪୦୮,ପୁର୍ନଗଡ଼,ଇନ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ ପାଖ,ଖାତା ୬୦/୩୬,ଦେଓଗଡ଼,୭୬୮୧୧୯୭୫୦୪୧୨୦୦୨୪
ଓଡିଶା ମଯୁରଭଂଜ ରଶ୍ମି ରଂଜନ ବିହାରୀ ଭୁତଳ, ଦୁର୍ଗା ନର୍ସୀଗଂ ହୋମ୍ ପାଖ, ହେମସାଗର ପୋଖରି,ପୋ.- ବାରିପଦା ମେନ୍, ୭୫୭୦୦୧୭୩୮୧୦୪୪୦୫୯
ଓଡିଶା ଭଦ୍ରକ ପାଣ୍ଡବ କୁମାର୧ମ ତଳ, ଗ୍ରାମ-ବଘୁରାଇ,ପୋ-ମାଧବ ନଗର,ଭଦ୍ରକ ଅଟୋନମଶ୍ କଲେଜ,୭୫୬୧୮୧ ୮୮୧୯୦୮୯୨୨୨
ଓଡିଶା କେନ୍ଦ୍ରାପ ଡ଼ା ଶୁଭମ ଆନନ୍ଦପ୍ଲଟ ନଂ-୧୪୦୦, ଗରପୁର,କପାଳେସ୍ୱର, କାଳି ମନ୍ଦିର ପାଖ,କେନ୍ଦ୍ରାପଡ଼ା, ୭୫୪୨୧୧୭୩୦୪୯୭୬୫୦୫
ଓଡିଶା ବରଗଡ଼ବିନୟ ଗୁପ୍ତା
ପ୍ରକାଶ ଭାର୍ଗବ
ଆମିର୍ ଖୁର୍ସିଦ
୧ମ ତଳ, ପ୍ଲଟ ନଂ-୨୯୦୪/୧୩୦୪୨,ଖାତା ନଂ-୨୪୧୪/୬୭୯୭, ଗଂଗାଧର ନଗର,ଏଇ ମିଶନ୍ ବିଦ୍ୟାଳୟ ପାଖ,ବରଗଡ଼,୭୬୮୦୨୮୮୯୮୦୦୩୪୬୯୬
୭୪୦୮୩୯୨୩୩୩
୯୧୩୬୯୭୪୦୦୩
ଓଡିଶା ନବରଂଗପୁରଅୱନେନ୍ଦ୍ର ସିଂ ଭୁତଳ, ପୁଜାରି ମାର୍ଗ,ନବରଂଗପୁର,୭୬୪୦୫୯୭୯୯୦୯୯୪୪୭୨
ଓଡିଶା ଯାଯପୁରଅନ୍ତର୍ଯାମୀ ନାୟକ ଗ୍ରାମ-ବିବି ସରାଇ, ଯଯାତି ନଗର,ୟୁନିଟ ୮,ପୋ/ଜିଲ୍ଲା- ଯାଯପୁର,୭୫୫୦୦୧ ୭୩୦୪୫୨୮୭୭୯
ଓଡିଶା ଜଗତସିଂହପୁରବିକାଶ କୁଶ୍ୱା୧ମ ତଳ, ପ୍ଲଟ ନଂ-୧୦୮୫, ପାଣିସଳିଆ,ସରକାରୀ ହୋମିଓପାଥି ହସ୍ପିଟାଲ୍ ସାମ୍ନା, ପୋ/ଜିଲ୍ଲା-ଜଗତସିଂହପୁର, ୭୫୪୧୦୩୯୧୩୬୪୩୫୦୫୮
ଦାବୀ ପ୍ରକ୍ରିୟା ବିଷୟରେ ଅଧିକ ଜାଣିବା ପାଇଁ :

ଅଧିକ ଜାଣିବା ପାଇଁ ଦୟାକରି ଆମର ଉତ୍ସର୍ଗୀକୃତ କଲ୍ ସେଣ୍ଟର ନମ୍ବର @ 1800 266 0700 କିମ୍ବା ଉପରେ ଦିଆଯାଇଥିବା ରାଜ୍ୟ ସ୍ତରୀୟ ଜିଲ୍ଲା ସଂଯୋଜକଙ୍କ ସହିତ ଯୋଗାଯୋଗ କରନ୍ତୁ।