x
Pradhan Mantri

Toll Free No. ( टोल फ़्री क्र॰ )1800 2 660 700

ଯୋଜନା ସମ୍ବଦ୍ଧିୟ ସୂଚନା

  • ଯୋଜନା ବିଶେଷତା
  • ଏର୍ଗୋ
  • ସମ୍ପର୍କ କରନ୍ତୁ
  • ଚିତ୍ର ପ୍ରଦର୍ଶନ
  • ପ୍ରିମିୟମ୍
  • ପ୍ରଚାରପତ୍ରିକା
  • ବିପଣନ ବିଜ୍ଞାପନ

ସ୍କିମର ବୈଶିଷ୍ଟ୍ୟ

  • ଅପ୍ରତ୍ୟାଶିତ ଘଟଣାରେ ଦେଖା ଦେଉଥିବା ଫସଲର କ୍ଷୟକ୍ଷତିରୁ କୃଷକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ପିଏମ୍‌ଏଫବିୱାଇ ଲକ୍ଷ୍ୟ ରଖିଛି।
  • କୃଷି କ୍ଷେତ୍ରରେ ସେମାନଙ୍କର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ କୃଷକମାନଙ୍କ ଆୟକୁ ସ୍ଥିର ରଖିବା ।
  • ଅଭିନବ ତଥା ଆଧୁନିକ କୃଷି ଅଭ୍ୟାସକୁ ସୁନିଶ୍ଚିତ କରିବା ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା।

  • ଏହା କୃଷି କ୍ଷେତ୍ରରେ ଋଣ ପ୍ରବାହ ସୁନିଶ୍ଚିତ କରିଥାଏ।

1. ଏହି ଯୋଜନା ସମସ୍ତ କୃଷକଙ୍କୁ ସେମାନଙ୍କ ଫସଲ ବୀମା କଭରେଜ୍ ପ୍ରଦାନ କରିଥାଏ। ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ସୂଚୀତ କରାଯାଇଛି।

କଭରେଜ୍ ପାଇଁ ବିଜ୍ଞାପିତ ଅଞ୍ଚଳରେ ସୂଚୀତ ଫସଲ ବୃଦ୍ଧି ଉଦ୍ଦେଶ୍ୟରେ ସବୁ କୃଷକଙ୍କ ସହିତ ଭାଗଚାଷୀ ଓ ଭଡ଼ାରେ ଚାଷ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିପାଇଁ ଯୋଗ୍ୟ ହୋଇପାରିବେ।

  • ବିଜ୍ଞାପିତ/ବୀମିତ ଫସଲ ପାଇଁ କୃଷକମାନଙ୍କର ବୀମା ପ୍ରତି ଆଗ୍ରହ ରହିଥିବା ଆବଶ୍ୟକ।
  • ସବୁ ଚାଷୀମାନଙ୍କ ସହିତ ଋଣରେ ଚାଷ ନେଇ ଚାଷ କାର୍ଯ୍ୟ କରୁଥିବା ଚାଷୀମାନଙ୍କ ପାଇଁ ଏହି ଯୋଜନାଟିକୁ ସ୍ବତନ୍ତ୍ର ରୂପେ ପ୍ରସ୍ତୁତ କରାଯାଇଛି।
  • ଯେଉଁସବୁ ଚାଷୀମାନେ ଋତୁକାଳୀନ ଚାଷ କାର୍ଯ୍ୟ ପରିଚାଳନା ପାଇଁ ଋଣ ଯଥା କୌଣସି ଆର୍ଥିକ ପ୍ରତିଷ୍ଠାନରୁ ଋଣ (ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଇତ୍ୟାଦି) ନେଇ ତାଙ୍କର ନିର୍ଦ୍ଦିଷ୍ଟ ଫସଲ ଉତ୍ପାଦନ କରୁଛନ୍ତି ଓ ଧାର୍ଯ୍ୟ ତାରିଖର ଯୋଜନାର 7 ଦିନ ପୂର୍ବରୁ ଏହାକୁ ବାଛି ନାହାନ୍ତି ସେମାନେ ନିଜର ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଦ୍ବାରା ଯୋଜନା ଅଧିନରେ ନାମାଙ୍କନ ପାଇଁ ଯୋଗ୍ୟ ହୋଇପାରିବେ। ଏହା ପରେ ବ୍ୟାଙ୍କ/ସିଏସସି/ ଇଣ୍ଟରମେଡିଆରେ ଧାର୍ଯ୍ୟ ତାରିଖ ମଧ୍ୟରେ ତତ୍କାଳ www.pmfby.gov.in ରେ ଭାରତ ସରକାରଙ୍କ ନ୍ୟାସନାଲ୍ କ୍ରପ୍ ଇନ୍‌ସ୍ୟୁରାନ୍‌ସ ପୋର୍ଟାଲ୍ (ଏନସିଆଇପି) ରେ ଚାଷୀମାନଙ୍କୁ ନାମାଙ୍କିତ କରିବେ।

1. ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କଣ ଅଟେ ?

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କୃଷକମାନଙ୍କର ଫସଲରେ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରତିକୂଳ ଜଳବାୟୁ କାରଣରୁ ଦେଖା ଦେଉଥିବା ସେମାନଙ୍କ କ୍ଷେତ ଫସଲ ସୁରକ୍ଷା କରିବା

2. ଫସଲ କ୍ଷତିଗ୍ରସ୍ତ ହେବା ପଛରେ କଣ କାରଣ ରହେ ଓ କେଉଁ ଆପଦ ଗୁଡ଼ିକୁ କଭର କରାଯାଇଥାଏ?

ପ୍ରାକୃତିକ ବିପର୍ଯ୍ୟୟ, କୀଟ ଆକ୍ରମଣ ଓ ଜଳବାୟୁ ପରିବର୍ତ୍ତନ ଯଥା ଅତ୍ୟଧିକ ବର୍ଷା କିମ୍ବା ଜଳାଭାବ, ଅତ୍ୟଧିକ ତାପମାତ୍ରା କିମ୍ବା ତାପମାତ୍ରା ଅଭାବ, ଆର୍ଦ୍ରତା, କରକାପାତ, ଝଡ଼ ତୋଫାନ ଇତ୍ୟାଦି।

3. ଦାବୀକୁ କିପରି ଆକଳନ କରାଯାଏ ?

କ. ବୀମା ୟୁନିଟ୍ ପାଇଁ ବୀମିତ ଫସଲର ହେକ୍ଟର ପ୍ରତି ପ୍ରକୃତ ଅମଳ (ଆବଶ୍ୟକ ନମ୍ବର ସିସିଇ ଆଧାରରେ ହିସାବ କରାଯାଇଥାଏ) ବୀମାଭୁକ୍ତ ଋତୁରେ ନିର୍ଦ୍ଦିଷ୍ଟ ସୀମାର ଅଭାବ ହୋଇଥିଲେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ ଫସଲରେ ସବୁ ବୀମାଭୁକ୍ତ କୃଷକମାନେ ଏହାଦ୍ବାରା ପ୍ରଭାବିତ ହୋଇଥାନ୍ତି।

ନିମ୍ନଲିଖିତ ସୂତ୍ର ଅନୁସାରେ ଦାବୀକୁ ହିସାବ କରାଯିବ
(ଥ୍ରେସହୋଲ୍‌ଡ ଅମଳ – ପ୍ରକୃତ ଅମଳ) x ବୀମା ଅର୍ଥ ଥ୍ରେସହୋଲ୍‌ଡ ଅମଳ
ଯେଉଁଠାରେ ଏକ ବିଜ୍ଞାପିତ ବୀମା ୟୁନିଟରେ ଗୋଟିଏ ଫସଲ ପାଇଁ ଥ୍ରେସହୋଲ୍‌ଡ ଅମଳ (ଟିୱାଇ) ହେଉଛି ସେହି ଫସଓଲର ପ୍ରଯୁଜ୍ୟ କ୍ଷତି ପୂରଣ ସ୍ତର ଦ୍ବାରା ସେହି ଋତୁର ଗତ 7 ବର୍ଷ ଠାରୁ ସର୍ବୋତ୍ତମ 5 ବର୍ଷର ହାରାହାରି ଅମଳ। ମାଭୁକ୍ତ କୃଷକମାନେ ଏହାଦ୍ବଲର ପ୍ରଯୁଜ୍ୟ କ୍ଷତି ପୂରଣ ସ୍ତର ଦ୍ୱାରା ଗୁଣିତକ ସେହି ଫସଲର ଋତୁର ଗତ 7 ବର୍ଷ ଠାରୁ ସର୍ବୋତ୍ତମ 5 ବର୍ଷର ହାରାହାରି ଅମଳ।

ଖ. ବୀମା କମ୍ପାନୀ ଦ୍ୱାରା ଋତୁ ପାଇଁ କେନ୍ଦ୍ର ଓ ରାଜ୍ୟ /କେନ୍ଦ୍ର ଶାସିତ ସରକାରଙ୍କ ଠାରୁ ପ୍ରିମିୟମ ସବ୍‌ସିଡି ଗ୍ରହଣ କରାଯାଇଥିବା ଠାରୁ ଥରେ ପ୍ରିମିୟମ ସବ୍‌ସିଡି ଆରମ୍ଭ ହେବା ପର୍ଯ୍ୟନ୍ତ କୃଷକମାନଙ୍କ ପାଇଁ ଏହି ଦାବୀ ସମାଧାନ ବ୍ୟବସ୍ଥା ଲାଗୁ ରହିବ।

ଗ. ସଂପୃକ୍ତ ବୀମା କମ୍ପାନୀ ଗୁଡ଼ିକରୁ ଦାବୀ ରାଶି ପାଇବା ପରେ, ଆର୍ଥିକ ପ୍ରତିଷ୍ଠାନ / ବ୍ୟାଙ୍କ ଗୁଡ଼ିକ ହିତାଧିକାରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ଦାବୀ ପରିମାଣକୁ ଏକ ସପ୍ତାହ ମଧ୍ୟରେ ପଠାଇବା ଉଚିତ୍ ଏବଂ ୭ ଦିନ ମଧ୍ୟରେ ଶାଖା କାର୍ଯ୍ୟାଳୟରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦର୍ଶନୀ କରିବେ ଓ ବୀମା କମ୍ପାନୀ ଗୁଡ଼ିକୁ ରିପୋର୍ଟ ପଠାଇବା ଉଚିତ୍। ଏଥି ସହିତ ଯାଞ୍ଚ ଓ ଅଡିଟ୍ ପାଇଁ ଉପଯୋଗୀ ପ୍ରମାଣ ପତ୍ର ଦେବା ଆବଶ୍ୟକ।

ଘ. ଅଣଋଣୀ କୃଷକମାନଙ୍କ ପାଇଁ କଭର ଯାହା ମଧ୍ୟସ୍ଥିଙ୍କ ଜରିଆରେ ହୋଇଥାଏ ସେହି କ୍ଷତି ଗୁଡ଼ିକ ପ୍ରଦାନ କୁ ବୀମା କମ୍ପାନୀ ଦ୍ୱାରା ଦାବୀର ବିବରଣୀ ସୂଚନା ପ୍ରାପ୍ତ ହେବା ପରେ ସିଧାସଳଖ ଭାବରେ ଚାଷୀଙ୍କ ଆକାଉଣ୍ଟରେ ପୈଠ କରିଦିଆଯିବ।

ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ:

ରାଜ୍ୟଜିଲ୍ଲା ର ନାମ ସମ୍ପର୍କ କରିବା ବ୍ୟକ୍ତିଙ୍କର ନାମଠିକଣା ସମ୍ପର୍କ କରିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବର
ଓଡ଼ିଶାବରଗଡଅନ୍ତର୍ଜ୍ୟାମୀ ନାୟକଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮7304528779
ଓଡ଼ିଶାବରଗଡଆଶିଷ ପ୍ରଧାନଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮6372330446
ଓଡ଼ିଶାବରଗଡଜ୍ୟୋତି ଶତପଥୀଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮9937988414
ଓଡ଼ିଶାବରଗଡପାଣ୍ଡବ କୁମାରଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮୭୯୮୭୨୭୬୭୫୧/୮୮୧୯୦୮୯୨୨୨
ଓଡ଼ିଶାଭଦ୍ରକରାଜେଶ୍ ଗୁପ୍ତା ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ,, c/o- ଦେବବ୍ରତ ମହାନ୍ତି , ଠିକଣା- ବେଗୁରାଇ , ବାଉତପୂର୍ ବ୍ରିଜ ଏସ ବି ଆଇ ଏ ଟି ଏମ୍ ପାଖରେ , ଜିଲ୍ଲା - ଭଦ୍ରକ , ପିନ - ୭୫୬୧୮୧, ରାଜ୍ୟ- ଓଡ଼ିଶା8533067990
ଓଡ଼ିଶାଦେଓଗଡସନ୍ତୋଷ ଦାସ୍ପ୍ରଥମ ମହଲା, ଗୁପ୍ତା ପ୍ୟାଲେସ୍, ପ୍ଲଟ୍ ନଂ -୩୨୪ / ୪୦୮, ପୁର୍ନୋଗଡ, ଇନ୍ଡିୟାନ୍ ଅୟେଲ୍ ପେଟ୍ରୋଲ ପମ୍ପ ନିକଟରେ, ଖାତା ୬୦/୩୬, ଦେଓଗଡ, ୭୬୮୧୦୮9583880690
ଓଡ଼ିଶାଜଗତସିଂହପୁରଅଭିନାଶ ବେହେରାପ୍ରଥମ ମହଲା, ପ୍ଲଟ୍ ନଂ -୧୮୦୫, ପାନିସାଲିଆ, ସରକାରୀ ହୋମିଓପାଥି ହସ୍ପିଟାଲ ସମ୍ମୁଖରେ, କାନାରା ବ୍ୟାଙ୍କ ନିକଟରେ, ଜଗସିଂହପୁର, ୭୫୪୧୦୩7504120024
ଓଡ଼ିଶାଯାଯପୁରଅବନେନ୍ଦ୍ର ସିଂଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ,, ଜଗନ୍ନାଥ ମନ୍ଦିର ପାଖରେ , ଜିଲ୍ଲା- ଯାଜପୁର , ରାଜ୍ୟ- ଓଡ଼ିଶା , ପିନ- ୭୫୫୦୦୧7008052042
ଓଡ଼ିଶାକେନ୍ଦ୍ରାପଡ଼ାବିକାଶ୍ ଖୁଶ୍ୱାପ୍ଲଟ୍ ନଂ-୧୪୦୦, ଗରପୁର, କପାଲେଶ୍ୱର, କାଳୀ ମନ୍ଦିର ନିକଟରେ, କେନ୍ଦ୍ରାପଡ଼ା, ୭୫୪୨୧୧9136435058
ଓଡ଼ିଶାମୟୁରଭଞ୍ଜଗୋଲକ ବିହାରୀ ପଟ୍ଟନାୟକତଳ ମହଲା, ଦୁର୍ଗା ନର୍ସିଂହୋମ ନିକଟରେ, ହେମ ସାଗର ପୋଖରୀ, ପୋ-ବାରିପଦା, ମୟୁରଭଞ୍ଜ, ୭୫୭୦୦୧8658666966
ଓଡ଼ିଶାନବରଙ୍ଗପୁରସୁକାନ୍ତ ବାରିକ୍ତଳ ମହଲା, ପୁଜାରୀ ରାସ୍ତା, ନବରଙ୍ଗପୁର, ୭୬୪୦୫୯8114965057
ଓଡ଼ିଶାଗଜପତିଅତୁଲ୍ ନାମଦେଓ ବିନାୟକ କମ୍ପ୍ଲେକ୍ସ, ଦ୍ୱିତୀୟ ମହଲା, ଗଜପତି ଷ୍ଟାଡିୟମ ବିପରୀତ, ଗଜପତି, ୭୬୧୨୦୦9827727198
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Odisha Photos
    +
  • Newspaper
    +
  • Newspaper
    +
  • Newspaper
    +
  • Newspaper
    +
  • Newspaper
    +
  • Newspaper
    +
  • Newspaper
    +
  • +

ଯୋଜନା ଏବଂ ଅଧିସୂଚିତ ଫସଲଗୁଡିକର ପ୍ରିମିୟମ ବିବରଣୀ ବିଷୟରେ ଅଧିକ ସୂଚନା ପାଇଁ ଗ୍ରାହକ ସୂଚନା ପତ୍ର ଦେଖନ୍ତୁ:

ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ

ରାଜ୍ୟଜିଲ୍ଲା ର ନାମ ସମ୍ପର୍କ କରିବା ବ୍ୟକ୍ତିଙ୍କର ନାମଠିକଣା ସମ୍ପର୍କ କରିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବର
ଓଡ଼ିଶାବରଗଡଅନ୍ତର୍ଜ୍ୟାମୀ ନାୟକଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮7304528779
ଓଡ଼ିଶାବରଗଡଆଶିଷ ପ୍ରଧାନଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮6372330446
ଓଡ଼ିଶାବରଗଡଜ୍ୟୋତି ଶତପଥୀଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮9937988414
ଓଡ଼ିଶାବରଗଡପାଣ୍ଡବ କୁମାରଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮୭୯୮୭୨୭୬୭୫୧/୮୮୧୯୦୮୯୨୨୨
ଓଡ଼ିଶାଭଦ୍ରକରାଜେଶ୍ ଗୁପ୍ତା ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ,, c/o- ଦେବବ୍ରତ ମହାନ୍ତି , ଠିକଣା- ବେଗୁରାଇ , ବାଉତପୂର୍ ବ୍ରିଜ ଏସ ବି ଆଇ ଏ ଟି ଏମ୍ ପାଖରେ , ଜିଲ୍ଲା - ଭଦ୍ରକ , ପିନ - ୭୫୬୧୮୧, ରାଜ୍ୟ- ଓଡ଼ିଶା8533067990
ଓଡ଼ିଶାଦେଓଗଡସନ୍ତୋଷ ଦାସ୍ପ୍ରଥମ ମହଲା, ଗୁପ୍ତା ପ୍ୟାଲେସ୍, ପ୍ଲଟ୍ ନଂ -୩୨୪ / ୪୦୮, ପୁର୍ନୋଗଡ, ଇନ୍ଡିୟାନ୍ ଅୟେଲ୍ ପେଟ୍ରୋଲ ପମ୍ପ ନିକଟରେ, ଖାତା ୬୦/୩୬, ଦେଓଗଡ, ୭୬୮୧୦୮9583880690
ଓଡ଼ିଶାଜଗତସିଂହପୁରଅଭିନାଶ ବେହେରାପ୍ରଥମ ମହଲା, ପ୍ଲଟ୍ ନଂ -୧୮୦୫, ପାନିସାଲିଆ, ସରକାରୀ ହୋମିଓପାଥି ହସ୍ପିଟାଲ ସମ୍ମୁଖରେ, କାନାରା ବ୍ୟାଙ୍କ ନିକଟରେ, ଜଗସିଂହପୁର, ୭୫୪୧୦୩7504120024
ଓଡ଼ିଶାଯାଯପୁରଅବନେନ୍ଦ୍ର ସିଂଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ,, ଜଗନ୍ନାଥ ମନ୍ଦିର ପାଖରେ , ଜିଲ୍ଲା- ଯାଜପୁର , ରାଜ୍ୟ- ଓଡ଼ିଶା , ପିନ- ୭୫୫୦୦୧7008052042
ଓଡ଼ିଶାକେନ୍ଦ୍ରାପଡ଼ାବିକାଶ୍ ଖୁଶ୍ୱାପ୍ଲଟ୍ ନଂ-୧୪୦୦, ଗରପୁର, କପାଲେଶ୍ୱର, କାଳୀ ମନ୍ଦିର ନିକଟରେ, କେନ୍ଦ୍ରାପଡ଼ା, ୭୫୪୨୧୧9136435058
ଓଡ଼ିଶାମୟୁରଭଞ୍ଜଗୋଲକ ବିହାରୀ ପଟ୍ଟନାୟକତଳ ମହଲା, ଦୁର୍ଗା ନର୍ସିଂହୋମ ନିକଟରେ, ହେମ ସାଗର ପୋଖରୀ, ପୋ-ବାରିପଦା, ମୟୁରଭଞ୍ଜ, ୭୫୭୦୦୧8658666966
ଓଡ଼ିଶାନବରଙ୍ଗପୁରସୁକାନ୍ତ ବାରିକ୍ତଳ ମହଲା, ପୁଜାରୀ ରାସ୍ତା, ନବରଙ୍ଗପୁର, ୭୬୪୦୫୯8114965057
ଓଡ଼ିଶାଗଜପତିଅତୁଲ୍ ନାମଦେଓ ବିନାୟକ କମ୍ପ୍ଲେକ୍ସ, ଦ୍ୱିତୀୟ ମହଲା, ଗଜପତି ଷ୍ଟାଡିୟମ ବିପରୀତ, ଗଜପତି, ୭୬୧୨୦୦9827727198

ଦାବୀ ପ୍ରକ୍ରିୟା ବିଷୟରେ ଅଧିକ ଜାଣିବା ପାଇଁ :

किसी भी प्रकार की अन्य जानकारी के लिए हमारे समर्पित कॉल सेंटर नंबर @ 1800 266 0700 अथवा ऊपर दिए गए राज्य स्तरीय जिला समन्वयक से संपर्क करें।

Awards & Recognition
x
x